କୋଭିଡ୍‌-୧୯ ଚିକିତ୍ସା ପାଇଁ ସରକାରୀ ବ୍ୟାଙ୍କ୍‌ରୁ ଋଣ ନେବା କ୍ଷେତ୍ରରେ ଦେଶର ଷଷ୍ଠ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ  ଓଡିଶାର ୫୫୨୨ ଜଣ ବ୍ୟକ୍ତି କୋଭିଡ୍‌-୧୯ ଚିକିତ୍ସା କରାଇଛନ୍ତି। ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ…

କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ୬୩୫ ମଧ୍ୟରୁ ୮୦ ଜଣ ୧୮ ବର୍ଷରୁ କମ୍‌ ବର୍ଗର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଯାହା କି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ସଂକ୍ରମିତ…

ମାଲକାନଗିରି ୪୮ଖଣି ଲିଜ୍ ଟେଣ୍ଡର ବାତିଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କରି ଦିଆଯାଇଛି। ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରିଛନ୍ତି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍‌ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍‌ମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ। ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।…

୩୫ଦିନ ପରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ

ନୂଆଦିଲ୍ଲୀ: ୩୫ ଦିନ ପରେ କମିଲା ପେଟ୍ରୋଲ-ଡିଜେଲ ଦର | ଦୀର୍ଘ ୩୫ ଦିନ ଧରି ସ୍ଥିର ରହିବା ପରେ ଆଜି ଦେଶରେ ତୈଳ ଦରରେ ସାମାନ୍ୟ…

ରାଜଧାନୀରେ ଥମୁନି ଡେଙ୍ଗୁ, କ୍ୟା‌ପିଟାଲ ହସ୍ପିଟାଲକୁ ଆସିଲେଣି ହଜାରେରୁ ଅଧିକ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ମୁହାଁ ହେଲାଣି। ଆଜି ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା…

ଅକ୍ଟୋବର ସୁଦ୍ଧା କର୍କଟ କେନ୍ଦ୍ରରେ ‘ପେଟ୍ ସିଟି ସ୍କାନ୍’

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ‘ପେଟ୍ ସିଟି ସ୍କାନ୍‌ ମେସିନ୍‌। ଏଥିପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ…

ପୁଣି ଲଘୁଚାପ: ୭ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ! ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ !

ଭୁବନେଶ୍ୱର,୨/୧୦: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପୀଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି…

ଓଡ଼ିଶାକୁ ପୁଣି ବାତ୍ୟାର ଭୟ ! ଲଘୁଚାପ ଘନୀଭୂତ ହେଲେ ନେଇପାରେ ବାତ୍ୟାର ରୂପ ।

ଭୁବନେଶ୍ୱର, ୦୬/୧୦: ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ, ଲୋକଙ୍କ ମନରେ ବ୍ୟାତ୍ୟାକୁ ନେଇ ଭୟ ଜନ୍ମୁଛି । ଚଳିତ ବର୍ଷ ମଧ୍ୟ ଦାନା ବନ୍ଧୁଛି ଏକ ଲଘୁଚାପ…

ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି

ଭୁବନେଶ୍ବର,୫/୧୦: କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଓଜେଇଇ ପରୀକ୍ଷା ପାଇଁ ସୋମବାର ଏସଓପି ଜାରି ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ,…

୧୫ ଦିନ ଲାଗି ସିଲ୍ ହେଲା ଭୁବନେଶ୍ୱର ସାଂସଦଙ୍କ ଅଫିସ୍ : ସରକାରଙ୍କୁ ୧୭ ଫଟୋର ଜବାବ ମାଗିଲେ ଏମପି ଅପରାଜିତା !

ଭୁବନେଶ୍ବର,୧୦/୧୦: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ’ରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିବା ପରେ ତାଙ୍କ ପଳାସପଲ୍ଲୀସ୍ଥିତ…