କେନ୍ଦ୍ରାପଡ଼ାରେ ଜମୁଛି ନିର୍ବାଚନ ପ୍ରଚାର, ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ଜୋରଦାର ପ୍ରଚାର

Advertisement

କେନ୍ଦ୍ରାପଡ଼ା: ମତଦାନର ତାରିଖ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ତେବେ ଜିଲ୍ଲାରେ ବିଜେଡ଼ି ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ମଧ୍ୟ ଜୋର କରିଛନ୍ତି। ଜିଲ୍ଲାର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାଞ୍ଜଳି ଆଜି ନିଜ ଜୋନରେ ବୁଲି ପ୍ରଚାର କରିଛନ୍ତି। ଆଜି ସେ ଗ୍ରାମକୁ ଯାଇ ପ୍ରଚାର କରିଛନ୍ତି। ପ୍ରଚାର ସମୟରେ ସେ ଆବାଳବୃଦ୍ଧବନିତାଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ଅଧୁରା ରହିଥିବା କାର୍ଯ୍ୟକୁ ଶେଷ କରିବା ସହିତ ମୌଳିକ ସମସ୍ୟା ଗୁଡ଼ିକୁ ପ୍ରାଥମିକତା ଭାବେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ ସହିତ ଆଲୋଚନା କରୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାଞ୍ଜଳି ସେଠୀ

Advertisement

Leave a Reply

Your email address will not be published. Required fields are marked *