ଓଡିଶା Angul News: ବେଡ଼ରୁମରୁ ବିରାଟକାୟ ଅହିରାଜ ଉଦ୍ଧାର The Focuss NewsJune 2, 2025June 2, 2025 Advertisement ଅନୁଗୋଳ: ଟିକରପଡାର ହାତିବରୀ ଅଂଚଳର ପ୍ରମୋଦ ଗଡ଼ତିଆଙ୍କ ବେଡ଼ ରୁମ ରୁ ଶନିବାର ରାତି ପ୍ରାୟ ଆଠଟା ସମୟରେ ଏହି ୯ ଫୁଟିଆ ଅହିରାଜ ସାପ କୁ ଉଦ୍ଧାର କରି ଫରେଷ୍ଟର ରଞ୍ଜନ ଦେହୁରୀ ଓ ଫରେଷ୍ଟ ଗାର୍ଡ ସୁବ୍ରତ ପଣ୍ଡା ଙ୍କ ଉପସ୍ଥିତି ରେ ନିକଟସ୍ଥ ଜଙ୍ଗଲ ରେ ଛାଡିଛନ୍ତି ସର୍ପ ମିତ୍ର ଆଦିତ୍ୟ ବେହେରା। Advertisement
Odisha News: ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ Advertisement Odisha News: ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ବୁଧବାର ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତା…
ଲୁହାମୁଣ୍ଡାରେ ଭୟାବହ ସଡ଼କ ଦୁର୍ଘଟଣା Advertisement ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ଦିଲଖୁସ୍…
ତାଳଚେର ନିର୍ବାଚନ ମଣ୍ଡଳୀର ୪୫ଟି ସ୍ଥାନରେ ମନ କୀ ବାତ କାର୍ଯ୍ୟକ୍ରମ Advertisement ତାଳଚେର(ସୁବ୍ରତ ପଟ୍ଟାନୟକ) : ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ର ୪୫ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ କୀ ବାତ କାର୍ଯ୍ୟକ୍ରମ ହୋଇ…