Exclusive: ଘଡ଼ିଆଳ ବଂଶବୃଦ୍ଧି ପାଇଁ ପୁନଃ ଆଶା ସଂଚାରିତ

ଅନୁଗୋଳ: ଅନୁଗୋଳର ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀ ଅବବାହିକାରେ ପୁନଃ ପ୍ରାକୃତିକ ପର୍ଯ୍ୟାୟରେ ଘଡ଼ିଆଳ ବଂଶ ବୃଦ୍ଧି ହେବା ନେଇ ଆଶା ସଞ୍ଚାରିତ ହୋଇଛି ।…