ତାଇଓ୍ୱାନ ଉପରେ ଘନଉଛି ୟୁକ୍ରେନ ସଂକଟ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ଘନିଭୁତ ହେବାରେ ଲାଗିଛି। ରୁଷ-ୟୁକ୍ରେନ ସଙ୍କଟ ଉପରେ ଚୀନ୍ କୌଣସି ମତାମତ ଦେବାରୁ ଦୁରେଇ ରଖିଛି।…