ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଢେଙ୍କାନାଳର ଝିଅ

ଅନୁଗୋଳ: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଢେଙ୍କାନାଳ ସପ୍ତମ ଶ୍ରେଣୀର ଝିଅ ଶର୍ମିଷ୍ଠା ସୁପ୍ରରାଜ ଭୁଇଁଆ । ପିରିଅଡ଼ିକ ଟେବୁଲ ରେ ଥିବା ୧୧୮…