Angul News: ଓପି ଜିନ୍ଦଲସ୍କୁଲର ବାର୍ଷିକ ପ୍ରଦର୍ଶନୀ “ଏକ୍ସପ୍ଲୋରେଟୋରିୟମ୍” ଆୟୋଜିତ

Angul News: ଅନୁଗୁଳ: ଓ.ପି ଜିନ୍ଦଲ ସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ, “ଏକ୍ସପ୍ଲୋରେଟୋରିୟମ୍” ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ସାହିତ୍ୟ, ସାମାଜିକ ବିଜ୍ଞାନ…