ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୋଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ ଅତିରିକ୍ତ ଡିଆରମଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅନୁଗୋଳ: ଆଜି ପୂର୍ବାର୍ହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧିଦଳ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଅନୁଗୋଳ ରେଳ ଷ୍ଟେସନଠାରେ ଷ୍ଟେସନ ମାଷ୍ଟରଙ୍କୁ ତୁରନ୍ତ…