ଅନୁଗୋଳରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣଦୌଡ଼

ଅନୁଗୋଳ: କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍ ଅନୁଗୋଳ ଜିଲ୍ଲା ସମେତ ଓଡ଼ିଶାର ୫୫ଟି ସ୍ଥାନରେ…