ଭାଇ କୁ ହତ୍ୟା ପାଇଁ ଭାଇର ଷଡଯନ୍ତ୍ର

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ପୌରପରିଷଦ ର ପାଞ୍ଚ ନମ୍ବର ୱାର୍ଡର ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆଙ୍କୁ ହୋଇଥିବା ହତ୍ୟା ଉଦ୍ୟମ ଘଟଣା ରୁ ଉଠିଲା ପରଦା ।…