ନାଲକୋର ଆଶ ପାଇପ ଫାଟି ଜମି ଓ ପୋଖରୀରେ ପାଉଁଶ ମିଶ୍ରିତ ପାଣି, ଜନଅସନ୍ତୋଷ ଓ ଧାରଣା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମରେ ନାଲକୋ କମ୍ପାନୀ ପକ୍ଷରୁ ଯାଇଥିବା ପାଉଁଶ ପାଇପ ଫାଟି ଯାଇଛି । ଫଳରେ କର୍ଣ୍ଣପୂର…

ଷ୍ଟାଡିୟମରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା, ଆଇଏଏସ ଦମ୍ପତିଙ୍କୁ ବଦଳି

ନୂଆଦିଲ୍ଲୀ: କୁକୁର ବୁଲାଇବାକୁ ନେଇ ବିବାଦରେ ଆଇଏଏସ ଅଧିକାରୀ ସଂଜୀବ ଖୀରୱାର । ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମରେ କୁକୁର ବୁଲାଇବା ପାଇଁ ଖେଳାଳିଙ୍କୁ କରାଯାଉଥିଲା ବାହାର ।…

ଦୁର୍ଘଟଣାରେ ଯୁବକ ମୃତ,
ଦୁର୍ଘଟଣା ଘଟାଇଥିବା ବସକୁ ପୋଡ଼ିଦେଲେ ଲୋକେ

ଅନୁଗୋଳ(ସୁବ୍ରତ ପଟନାୟକ): ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ । ବସରେ ନିଆଁ ଲଗାଇଲେ ଉତ୍ତକ୍ତ ଲୋକେ । ଘଟଣା ଟି ଘଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର…

ଦୁର୍ଗମ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର 25 ବର୍ଷ ଧରି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ଦିନେ ନୁହେଁ କି ଦୁଇ ଦିନ ନୁହଁ ଦୀର୍ଘ 25 ବର୍ଷ ଧରି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଅନୁଗୁଳ ଜିଲା ପାଳଲହଡା ବ୍ଲକ…

ଗ୍ରାମରୁ ବାସନ୍ଦ କରାଯିବା ନେଇ ମହିଳାଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ପୁରୁଣା ମାଣତ୍ରୀ ପଞ୍ଚାୟତ ହିଙ୍ଗ୍ ମଣ୍ଡଳ ପେଣ୍ଡାବସା ସାହିର ପ୍ରକାଶ ବିଶ୍ଵାଳ ଙ୍କ ସ୍ତ୍ରୀ ବିଳାସ ବିଶ୍ଵାଳ ବାସନ୍ଦ…

ଡିଲର ଚୟନରେ ଦ୍ଵନ୍ଦ୍ୱ, ହିତାଧୀକାରୀ ପାଉନାହାନ୍ତି ଚାଉଳ ଓ କିରାସିନି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭିନ୍ନ ଭିନ୍ନ କାରଣ ଯୋଗୁଁ ପ୍ରାୟ ଚାରି ମାସ ହେବ ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ପଞ୍ଚାୟତ ଟୁଲୁକା ଓ ଭୂରକୁଣ୍ଡି ଗାଁ…

ନବ-ମାଳତୀଙ୍କ ତ୍ୟାଗର ନିଦର୍ଶନ: ପବଲାର ଖଜୁରୀଗୁଡ଼ ସୋସାଇଟି

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ବଣ ଜଙ୍ଗଲ ଘେରା ସହରୀ ସଭ୍ୟତା ରୁ ଢେର ଦୂର ରେ ଅବସ୍ଥିତ ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତ ର ପାହାଡ଼ ଉପରେ ରହିଥିବା…

ମୁଁ ବିଜୁ ଜନତା ଦଳ ରେ ନାହିଁ: ତଥାଗତ

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ନିଜର ରାଜନୈତିକ ଜୀବନୀ ଉପରେ ଆଲୋକପାତ କରିଛନ୍ତି ଢେଙ୍କାନାଳ ପ୍ରାକ୍ତନ ସାଂସଦ ତଥା ଧରିତ୍ରୀ ଖବରକାଗଜ ର ସମ୍ପାଦକ ତଥାଗତ ସତପଥୀ । ସହର…

ସେଣ୍ଟ୍ରାଲ ସ୍କୁଲ ମଞ୍ଜୁରୀ କରାଇଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କାଳନ୍ଦୀ ସାମଲ

ତାଳଚେର(ଶୁଭଲକ୍ଷ୍ମୀ ଦାସ) : ତାଳଚେରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦାସର୍ବଦା ଚେଷ୍ଟିତ, ଗତ ମାସ ତାଳଚେର ଆସି ସେଣ୍ଟ୍ରାଲ ସ୍କୁଲ ପାଇଁ ସ୍ଥାନ ପରିଦର୍ଶନ…

ଅଣ୍ଡିରା କଲରା ପତରିଆବାଘର ମୃତ୍ୟୁ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଓ ଢେଙ୍କାନାଳ ଜିଲା ସୀମାନ୍ତ ହିନ୍ଦୋଳ ବନାଞ୍ଚଳ କର୍ଣପୁର ଜଙ୍ଗଲ ରୁ ଏକ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଠାବ ହୋଇଛି ।…

ବିକାଶ ପାଇଁ ନୁହେଁ, ଧର୍ମେନ୍ଦ୍ରଙ୍କୁ ଗାଳି ଦେବା ପାଇଁ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି : କାଳନ୍ଦୀ ସାମଲ

ଅନୁଗୁଳ /ତାଳଚେର (ଶୁଭଲକ୍ଷ୍ମୀ ଦାସ):ତାଳଚେର ଜନ ସାଧାରଣ ଭୋଟ ଦେଇ ବିଜୁ ଜନତା ଦଳର ଢେଙ୍କାନାଳ ସାଂସଦ ଓ ବିଧାୟକ ଙ୍କୁ ନିର୍ବାଚିତ କରିଛନ୍ତି, |ଏ ଅଞ୍ଚଳ…

ପ୍ରଜାପିତା ବ୍ରମହକୁମାରି ଅନୁଷ୍ଠାନ ପକ୍ଷରୁ , ୨୩ ରୁ ଆତ୍ମନିର୍ଭର କୃଷକ ଅଭିଯାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗୁରୁବାର ଅପରାହ୍ନରେ ଶାନ୍ତି ଅନୁ ଭୁତି ଧାମ,ବ୍ରହ୍ମାକୁମାରି ପକ୍ଷରୁ ଆତ୍ମ ନିର୍ଭର କୃଷକ ଅଭିଯାନ ୨୦୨୨ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା।…