ପୂଜା ମାହୋଲରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲରେ ଯାଞ୍ଚ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହରରେ ମା’ ଲକ୍ଷ୍ମୀ ପୂଜା ଚାଲୁ ଥିବାରୁ ବିଭିନ୍ନ ଅଞ୍ଚଳରେ ଖାଇବା ଦୋକାନ ତଥା ଚାଟ, ଗୁପଚୁପ, ମଥୁରା କେକ ଭଳି ବହୁ…