ତାଳଚେର-ବିମଳାଗଡ଼ ରେଳପଥର ବାରୁଆଁ ଟନେଲର କାର୍ଯ୍ୟ ସମାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବାରୁଆଁ ପାହାଡ଼ ଟନେଲ ନିକଟରେ ପୁର୍ବତଟ ରେଳପ୍ରକଳ୍ପ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନା କରାଯାଇଥିଲା। ଆହୁତ ଏହି…