ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କଣିହାଁ ସମେତ ବିଭିନ୍ନ ଅଂଚଳରେ…

୧୯୮ ଜଣ ଏଲଏପି ଶ୍ରମିକଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସର୍କିଟ ହାଉସ ଠାରେ ମାନ୍ୟବର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ. ବ୍ରଜକିଶୋର ପ୍ରଧାନ, ମାନ୍ୟବର ବିଧାୟକ…

ଛାତ୍ରଛାତ୍ରୀଙ୍କୁ ବେଆଇନ ଟିସି ଦେବା ଘଟଣା: ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲାଶିକ୍ଷା ଅଧିକାରୀ ଓ ରୋଟାରୀ ପବ୍ଲିକ ସ୍କୁଲକୁ ହାଇକୋର୍ଟଙ୍କ ନୋଟିସ

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲର ବେଆଇନ କାର୍ଯ୍ୟ, ଅଭିଭାବକ ମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ମନମୁଖୀ ଭାବେ ବହି ବିକ୍ରି କରିବାକୁ ନେଇ…

ମୋଦି ସରକାରରେ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି : ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି…

ତାଳଚେର ମେଡ଼ିକାଲର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ହାଇଟେକ ଗ୍ରୁପ ନୁହେଁ ବରଂ ଖୋଦ ରାଜ୍ୟ ସରକାର ପରିଚାଳନା କରିବେ ତାଳଚେର ମେଡ଼ିକାଲ କଲେଜ ବା ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ…

Exclusive: ଇତିହାସ ରଚିଲା ସାତକୋଶିଆ :
ମହାନଦୀ ଅଵବାହିକାରେ ପ୍ରାକୃତିକ ପରିବେଶରେ ଜନ୍ମ ନେଲେ ୩୦ ଘଡ଼ିଆଳ ଶାବକ

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ପୁଣି ଗୌରବ ଆଣିଲା ସାତକୋଶିଆ ଗଣ୍ଡ । ପ୍ରାୟ ଏକ ବର୍ଷ ର ବ୍ୟବଧାନ ପରେ କୃତ୍ରିମ ନୁହେଁ ବରଂ ପ୍ରାକୃତିକ ପରିବେଶ ରେ…

ଦରଦାମ ବୃଦ୍ଧିକୁ ବିରୋଧ କରି ଏସୟୁସିଆଇର ବିକ୍ଷୋଭ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ରନ୍ଧନ ଗ୍ୟାସ୍, ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ଅନୁଗୁଳ ଜିଲ୍ଲାପାଳ ଅଫିସ…

ଡ଼ିଏମଫଣ୍ଡରେ ବ୍ୟାପକ ଦୁର୍ନୀତିକୁ ନେଇ ବିଜେପିର ଆନ୍ଦୋଳନ ପାଇଁ ସଜବାଜ

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି…

ଦୁଇ ଦିନିଆ ଆଡ଼ଭାଣ୍ଟଟେଜ ଅନୁଗୁଳ ଉଦଘାଟିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନାଲକୋ ଆଲୁମିନିୟମ ପାର୍କ ରେ ନିବେଶକ ଙ୍କୁ ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ର ସ୍ୱତନ୍ତ୍ର ଯୋଜନା ଆଡ଼ଭାନଟେଜ ଅନୁଗୁଳ ଆଜି ଉଦ୍ଘାଟିତ…

ତୃତୀୟ ରଙ୍ଗୀନ ବେଲ୍ଟ ଉତ୍ତୀର୍ଣ୍ଣ ପରୀକ୍ଷା ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ମା ହିଙ୍ଗୁଳା ତାଇକୋଣ୍ଡା ଟ୍ରେନିଂ ସେଣ୍ଟର ଓ ଓଡିଶା ଟାଇକୋଣ୍ଡୋ ଆସୋସିଏସନ ତଥା ଅନୁଗୁଳ ଟାଇକୋଣ୍ଡୋ ଡେଭଲପମେଣ୍ଟ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ ଅନୁଗୋଳ…

ପାଳିତ ହେଲା ଚଳିତ ବର୍ଷର ଦ୍ଵିତୀୟ ରାହଗିରି : କାର୍ଯ୍ୟକ୍ଷମ ହେଲା ସମ୍ମାନ ଯୋଜନା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଚଳିତ ବର୍ଷର ଦ୍ଵିତୀୟ ରାହଗିରି କାର୍ଯ୍ୟକ୍ରମ ଆଜି ପ୍ରତ୍ୟୁଷରୁ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ। ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ସମୁଖ ରାସ୍ତାରେ ଜିଲା ପ୍ରଶାସନ ପକ୍ଷରୁ…

ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ତାଳଚେର ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଡେରା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…