ପିଏମ କେୟାର ଯୋଜନାରେ ସହାୟତା ପ୍ରଦାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପ୍ରାକ ନିଷ୍ପତ୍ତି ଅନୁଯାୟୀ ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ବାପା ଓ ମା ଙ୍କୁ ହରାଇଥିବା ପିଲାମାନଙ୍କୁ ପିଏମ କେୟାର ଯୋଜନା ଅଧୀନରେ…

ବାପ ର ହତ୍ୟାକାରୀ ଙ୍କୁ ଗିରଫ କରିବାପାଇଁ ଏସପି ଙ୍କ ନିକଟରେ ଫେରାଦ ହେଲେ ପୁଅ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବାପାର ହତ୍ୟାକାରୀ କୁ ଗିରଫ କରିବାକୁ ପୁଅ ର ଆକୁଳ ନିବେଦନ । ଅନୁଗୁଳ ଏସପିଙ୍କ ଅଫିସ କୁ ଆସି ଲିଖିତ ଦାବିପତ୍ର ଦେବା…

ଓଡ଼ିଶାର ଦୁଇ ଗର୍ବ ଓ ଗୌରବ ଶହୀଦ ଦେବାଶିଷ ସେଠି ଓ ସୁଧୀର ଟୁଡୁଙ୍କୁ ସୌର୍ଯ୍ୟ ଚକ୍ର ପଦକ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲା ର ଗର୍ବ ଓ ଗୌରବ ଶହିଦ ଦେବାଶିଷ ସେଠୀ ଙ୍କୁ ମିଳିଛି ସୌର୍ଯ୍ୟ ଚକ୍ର ।ଆଜି ଦିଲୀ ସ୍ଥିତ ରାଷ୍ଟ୍ରପତି ଭବନ…

ପାଳଲହଡାର ଯୁବକ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ) ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ପଦବୀରେ କୃତକାର୍ଯ୍ୟ ତାଲିକାରେ…

ରେଳ ବୋର୍ଡ ର ଅଧ୍ୟକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀଙ୍କ ଦିନିକିଆ ତାଳଚେର ଗସ୍ତ । ଏହି କ୍ରମରେ…

ତାଳଚେର ନିର୍ବାଚନ ମଣ୍ଡଳୀର ୫୧ ଟି ସ୍ଥାନରେ ମନ କୀ ବାତ କାର୍ଯ୍ୟକ୍ରମ

ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ର ୫୧ ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ କୀ ବାତ କାର୍ଯ୍ୟକ୍ରମ ହୋଇ…

Exclusive: ଅନୁଗୁଳର ଗର୍ବ ଓ ଗୌରବ ଶହୀଦ ଦେବାଶିଷଙ୍କୁ ମିଳିବ ସୂର୍ଯ୍ୟଚକ୍ର ସମ୍ମାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲା ର ଗର୍ବ ଓ ଗୌରବ ଶହିଦ ଦେବାଶିଷ ସେଠୀ ଙ୍କୁ ମିଳିବ ସୂର୍ଯ୍ୟଚକ୍ର ।ଆସନ୍ତା ୩୧ ତାରିଖରେ ଦିଲ୍ଲୀ ଠାରେ ଏହି…

ମୋଦୀ ସରକାର ଙ୍କ ଆଠ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପି ମହିଳା ମୋର୍ଚ୍ଚା ର ବୈଠକ

ଅନୁଗୁଳ (ସୁବ଼ତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚା ର ପଦାଧିକାରୀ ମାନଙ୍କର ଏକ ଗୁରୁତ୍ୱପୂର୍ଣ ବୈଠକ ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି…

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ର କନିଷ୍ଠ କିରାଣୀ ଜୀବାନନ୍ଦ ଶତପଥୀ । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ…

ମୋଦୀ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ବହୁବିଦ୍ଧ କାର୍ଯ୍ୟ କରୁଛନ୍ତି: ପ୍ରଭାତୀ ପରିଡା

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାରେ ବିଜେପିର ଏକ ଗୁରୁତ୍ୱପୂର୍ଣ ବୈଠକ ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ…

ନାଲକୋର ଆଶ ପାଇପ ଫାଟି ଜମି ଓ ପୋଖରୀରେ ପାଉଁଶ ମିଶ୍ରିତ ପାଣି, ଜନଅସନ୍ତୋଷ ଓ ଧାରଣା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମରେ ନାଲକୋ କମ୍ପାନୀ ପକ୍ଷରୁ ଯାଇଥିବା ପାଉଁଶ ପାଇପ ଫାଟି ଯାଇଛି । ଫଳରେ କର୍ଣ୍ଣପୂର…

ଷ୍ଟାଡିୟମରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା, ଆଇଏଏସ ଦମ୍ପତିଙ୍କୁ ବଦଳି

ନୂଆଦିଲ୍ଲୀ: କୁକୁର ବୁଲାଇବାକୁ ନେଇ ବିବାଦରେ ଆଇଏଏସ ଅଧିକାରୀ ସଂଜୀବ ଖୀରୱାର । ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମରେ କୁକୁର ବୁଲାଇବା ପାଇଁ ଖେଳାଳିଙ୍କୁ କରାଯାଉଥିଲା ବାହାର ।…

ଦୁର୍ଘଟଣାରେ ଯୁବକ ମୃତ,
ଦୁର୍ଘଟଣା ଘଟାଇଥିବା ବସକୁ ପୋଡ଼ିଦେଲେ ଲୋକେ

ଅନୁଗୋଳ(ସୁବ୍ରତ ପଟନାୟକ): ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ । ବସରେ ନିଆଁ ଲଗାଇଲେ ଉତ୍ତକ୍ତ ଲୋକେ । ଘଟଣା ଟି ଘଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର…

ଦୁର୍ଗମ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର 25 ବର୍ଷ ଧରି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ଦିନେ ନୁହେଁ କି ଦୁଇ ଦିନ ନୁହଁ ଦୀର୍ଘ 25 ବର୍ଷ ଧରି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଅନୁଗୁଳ ଜିଲା ପାଳଲହଡା ବ୍ଲକ…