ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ ସମ୍ବର୍ଦ୍ଧନା

Advertisement

ଅନୁଗୁଳ: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ରବିବାର ବରଗଡ଼ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ରେ ରେଳ ଯୋଗେ ଯାତ୍ରା ସମୟରେ ଅନୁଗୁଳ ଷ୍ଟେସନ ଠାରେ ବିଜେପି ପକ୍ଷରୁ ତାଙ୍କୁ ଉଚ୍ଛର୍ଗୀକୃତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ବିଜେପି ରାଜ୍ୟ ଅବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ,ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ସମୀର ପରିଡା, ଭୁପେନ ବେହେରା, ପୁରୁଷୋତ୍ତମ ସାହୁ, ରଞ୍ଜିତ ଭୁକ୍ତା,ସଂଗ୍ରାମ ଦାଣ୍ଡିଆ ଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *