Potato Crisis: ଅନୁଗୋଳଛ ଓଡ଼ିଶାରେ ଉତ୍ତର ପ୍ରଦେଶର ଆଳୁ। ଉତ୍ତର ପ୍ରଦେଶରୁ ଆଳୁ ଆସିଲେ ବି ଦର ଅଧିକ ହେବ ନାହିଁ। ଉତ୍ତରପ୍ରଦେଶ ରୁ ଆଳୁ ଆଣିବା ପାଇଁ ବଣିକ ମହାସଂଘ ସହ ଆଲୋଚନା ହୋଇଛି। ଉତ୍ତରପ୍ରଦେଶ ଆଳୁ କ୍ବାଲିଟି ବହୁତ ବଢିଆ। ଆମେ ବାରମ୍ବାର ବ୍ଲାକ ମେଲ ର ଶିକାର ହେବା ଅପେକ୍ଷା ସ୍ବାଭିମାନ ସହ ଆମ ବ୍ୟବସାୟୀ ବ୍ୟବସାୟ କରିବେ। ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ଜୁଲମ କରୁଛି। ପୋଲିସ ପ୍ରଶାସନ ହ ଇରାଣ କରୁଛନ୍ତି। ୩୦କିମି ଦୂରରେ ଅଟକାଇ ୪୦ ହଜାର ଏବଂ ୫୦ ହଜାର ଟଙ୍କା ମାଗୁଛନ୍ତି ନଦେଲେ ମାଡ଼ ମାରୁଛନ୍ତି। ୩ ଟ୍ରକ୍ ଆଳୁ ୟୁପି ରୁ ଆସି ସାରିଛି। ପ ବଙ୍ଗ ସରକାର ଆମ ଆଳୁ ବ୍ୟବସାୟୀ ଙ୍କୁ ହ ଇ ରାଣ କରୁଛି। ଧୀରେ ଧୀରେ ଆମେ ପଶ୍ଚିମବଙ୍ଗ ପରିବର୍ତେ ୟୁପି ରୁ ଆଳୁ ଆଣିବୁ। ଆମ ରାଜ୍ୟର ସ୍ବାଭିମାନ ରହିଛି। ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
Potato Crisis: ପଶ୍ଚିମବଙ୍ଗ ନୁହେଁ ଏଣିକି ଉତ୍ତର ପ୍ରଦେଶରୁ ଆସିବ ଆଳୁ

