Angul News: ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଂଜ୍ଯୁମର୍ସ ଆସୋସିଏସନ ଜାତୀୟ କନଭେନସନ ଅନୁଷ୍ଠିତ

Angul news ଅନୁଗୋଳ: ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଂଜ୍ଯୁମର୍ସ ଆସୋସିଏସନ ( ଏଆଇଇସିଏ ) ଉଦ୍ୟୋଗରେ ୫ ମାର୍ଚ୍ଚ ୨୦୨୫ ବୁଧବାର ଦିନ ଦିଲ୍ଲୀର ଶାହା ଅଡିଟୋରିୟମରେ…

Angul News: ଅନୁଗୋଳରେ ବିଜୁ ଜୟନ୍ତୀ ପାଳିତ

Angul News: ବୁଧବାର ସ୍ଥାନୀୟ ଅନୁଗୋଳ ପୌରପରିଷଦ ର ଟାଉନ ହଲ ଠାରେ ଓଡ଼ିଶାର ବରପୁତ୍ର,ପ୍ରାବଦ ପୁରୁଷ,ମହାନଜନନାୟକ ସ୍ବର୍ଗତ ବିଜୟାନନ୍ଦ ପଟ୍ଟନାୟକ ତଥା ବିଜୁ ବାବୁଙ୍କର ୧୦୯…

Angul News ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ ୨୦୨୫ ଉଦଯାପିତ

Angul News: ଅନୁଗୁଳ: ଅନୁଗୁଳ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ ୨୦୨୫ ଉଦଯାପିତ ହୋଇ ଯାଇଛି…

ହିଙ୍ଗୁଳା ଠାକୁରାଣୀ ଙ୍କୁ ଦର୍ଶନ କଲେ ନୂତନ ବିଜେପି ଜିଲ୍ଲା ସଭାପତି ,ତାଳଚେର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ନୂତନ ଜିଲ୍ଲା ସଭାପତି ଭାବେ ଯଯାତି ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି |ଆଜି ଗୁରୁବାର ଶ୍ରୀଯୁକ୍ତ ପଟ୍ଟନାୟକ ତାଳଚେର ର ଅଧିଷ୍ଠାତ୍ରୀ ଦେବୀ…

Angul News: ଅନୁଗୁଳ ଜିଲ୍ଲାରୁ ୮ ଜଣ ବିଜେପି ର ରାଜ୍ୟ ପରିଷଦ କୁ ନିର୍ବାଚିତ

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଜେପିର ସଂଗଠନ ପର୍ବ ରେ ଜିଲ୍ଲା ର ସହ ନିର୍ବାଚନ ଅଧିକାରୀ ସୁଦିପ ଗଡ଼ନାୟକ ୮ ଜଣ ସଦସ୍ୟ ରାଜ୍ୟ…

Angul News: ସ୍ଵତନ୍ତ୍ର ଅଲମ୍ପିକ ସମ୍ପର୍କିତ ଜୋନାଲସ୍ତରୀୟ ତାଲିମ ସମ୍ପନ୍ନ ୨୦୨୪

Angul News: ମଙ୍ଗଳବାର ୨୫ ତାରିଖରେ ସ୍ଥାନୀୟ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ, ଅନୁଗୋଳଠାରେ ତା ୨୪.୦୨.୨୦୨୫ ଓ ତା ୨୫.୦୨.୨୦୨୫ ରିଖ ଦୁଇଦିନ ବ୍ୟାପୀ ଜୋନାଲ…

Angul News: ଇଣ୍ଡୋ ପାକ୍ ଯୁଦ୍ଧରେ ସହିଦ୍ ସୁଧାକର ବେହେରାଙ୍କ ଧର୍ମପତ୍ନୀ ଉମାଦେବୀଙ୍କୁ ମୁକ୍ତିଯୁଦ୍ଧ ସମ୍ମାନରେ ସମ୍ମାନିତ

Angul News: ତାଳଚେର: ଦୀର୍ଘ ୫୪ ବର୍ଷ ପରେ ମଧ୍ୟ ଆଜି ପ୍ରମାଣିତ ହୋଇଛି ଯେ ସୈନିକ ର ବଳିଦାନ କେବେ ବୃଥା ଯାଇନଥାଏ ।ତାହା ପୁଣି…

ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍ ଐତିହାସିକ ଓ ଭବିଷ୍ୟତବାଦୀ । ୨୦୩୬…

Dharmendra Pradhan: ‘ମହାକୁମ୍ଭ’ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଶାସ୍ୱତ ପରମ୍ପରାର ଜୀବନ୍ତ ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan: ପ୍ରୟାଗରାଜ: ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ ବୋଲି ରବିବାର ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମରେ…

Angul News: ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ

Angul News: ଅନୁଗୁଳ : ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଗୋଟିଏ ସପ୍ତାହ ଧରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Angul News: ୨୫ ଫେବୃୟାରୀରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ

Angul News: ଅନୁଗୁଳ: ଆଜି ଚାଷୀ ସୁରକ୍ଷା କମିଟି, ଅନୁଗୁଳ ଜିଲ୍ଲାର ଏକ ସାଧାରଣ ସଭା ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତିପାଠାଗାର ଠାରେ ଅନୁଷ୍ଠିତ ହୋଇଥିଲା ।…

Angul News: ଦିଲ୍ଲୀରେ ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କଲେ ଢେଙ୍କାନାଳ ସାଂସଦ ରୁଦ୍ର ପାଣି

Angul News: ଅନୁଗୁଳ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଫେବୃଆରୀ 5 ତାରିଖରେ ହେବ |ବିଜେପି ପ୍ରାର୍ଥୀ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

କେନ୍ଦ୍ର ବଜେଟରୁ ଓଡ଼ିଶା ହେବ ସବୁଠୁ ବଡ଼ ଲାଭାର୍ଥୀ – ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ…

Angul News: ଅନୁଗୋଳ ଜିଲ୍ଲାରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ

Angul News: ଅନୁଗୋଳ: ଅଦ୍ଯ ତା ୦୧.୦୨.୨୦୨୫ ରିଖ ସ୍ଥାନୀୟ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ନିମନ୍ତେ ସମ୍ପର୍କିତ ସୁରେନ୍ଦ୍ର ସାଏ…