Exclusive: ପ୍ରାର୍ଥୀଙ୍କ ଦୁଇଟି ତାଲିକାକୁ ନେଇ ଦ୍ଵନ୍ଦ୍ୱ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଦ୍ଵନ୍ଦ ଦେଖା ଦେଇଛି ।ଆଜି…

ଆଠମଲ୍ଲିକ ୭ନମ୍ବର ଯୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନୋମିନେସନ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ୭ନମ୍ବର ଜିଲ୍ଲା ପରିଷଦ ଜୋନ ର ବିଜେଡି ପ୍ରାର୍ଥିନୀ ବବିତା କର୍ଣ୍ଣଙ୍କର ତିନୋଟି ସନ୍ତାନ ଥିବାରୁ…

ଘଡ଼ିଆଳଙ୍କ ସୁରକ୍ଷା ପାଇଁ ମହାନଦୀ ରେ ଲାଗିଲା ଚେନ ଗେଟ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଗଣ୍ଡ ତଥା ମହାନଦୀର ପ୍ରଖର ଜଳରାଶିରେ ଲାଗିଲା ଚେନ ଗେଟ । ବିଶେଷ ଭାବେ ଘଡ଼ିଆଳଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଚେନ ଗେଟର…

ଗାଁ କୁ ରାସ୍ତା ନଥିବାରୁ ଗୋଟେ କିଲୋମିଟର ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ ମହିଳା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗାଁକୁ ସଠିକ ରାସ୍ତା ନଥିବାରୁ ଠିକଣା ସ୍ଥାନରେ ପହଞ୍ଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ। ଆଉ ଶେଷରେ ଗର୍ଭ ଯନ୍ତ୍ରଣାରେ ଛଟପଟ, ଷ୍ଟ୍ରେଚରରେ ଗୋଟେ…

ପୁଣିଥରେ ଆରମ୍ଭ ହେଲା covid hospital

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ (covid hospital)ର ଇତି ମଧ୍ୟରେ ପୁନଃଆରମ୍ଭ କରାଯାଇଛି । ଟାଟା ଷ୍ଟିଲ ପକ୍ଷରୁ ଢେଙ୍କାନାଳ…

ଓଡିଶା ଅଭିଭାବକ ମହାସଂଘର ବୈଠକ, ଶିକ୍ଷା ବିନା ପ୍ରଗତି ଅସମ୍ଭବ

ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): ଓଡିଶା ଅଭିଭାବକ ମହାସଂଘ ଏକ ସାମ୍ବାଦିକ ସମ୍ବିଳନୀ ଅନୁଗୁଳଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଂଘ ପକ୍ଷରୁ କୁହାଯାଇଛି ଯେ ଶିକ୍ଷା  ବିନା…

ଅଙ୍ଗନବାଡ଼ି ଚାଉଳ ହେରଫେର ଅଭିଯୋଗ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅଙ୍ଗନବାଡି କେନ୍ଦ୍ରର କୋମଳମତି ଶିଶୁଙ୍କ ପାଇଁ ଆସିଥିବା ଚାଉଳକୁ କୌଶଳ କରି ଏକ ଦୋକାନ ରେ ବିକ୍ରି କରିଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ୨…

ସାତକୋଶିଆରୁ ବାଘୁଣୀ ନିଖୋଜ

ଅନୁଗୋଳ,(ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଅଭୟାରଣ୍ୟ ରୁ ବାଘୁଣୀ ନିଖୋଜ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ବାସ୍ତବ ।ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ରୁ ପାଖାପାଖି…

Super Exclusive: ଘଡ଼ିଆଳଙ୍କ ସଂଗମ ପାଇଁ ଓ୍ୱାଇଲ୍ଡ ଲାଇଫ ଡିଭିଜନର ସ୍ବତନ୍ତ୍ର ପ୍ରସ୍ତୁତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପନୀତ ହୋଇଛି ଘଡ଼ିଆଳ ଙ୍କ ସଂଗମ ର ବେଳ । ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ର ବଳଦମରା ଘାଟରେ ଏବେ ଉଭୟ ଅଣ୍ଡିରା…

ଅନିଶ୍ଚିତତାରେ ବଆଁରପାଳ ଠାରୁ ଅନୁଗୁଳ ରାସ୍ତାର ମରାମତି

ଅନୁଗୁଳ, (ସୁବ୍ରତ ପଟନାୟକ): ଅନୁଗୁଳ ସହର ମଧ୍ୟ ଦେଇ ବଅଁରପାଳ ଠାରୁ ପଞ୍ଚମହଲା ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାର ମରାମତିକୁ ନେଇ ଅନିଶ୍ଚିତତା ଦେଖାଦେଇଛି।…

ଅନୁଗୋଳର କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଃଖଦାୟକ ଘଟଣା: ସାଲାଇନ ବୋତଲ ସହ ଡାକ୍ତରଖାନା ବାହାରେ ରୋଗୀ, ଦେଖନ୍ତୁ ଭିଡ଼ିଓ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରୋଗୀ । ଡାକ୍ତରଖାନା ପକ୍ଷରୁ ତାଙ୍କୁ ସାଲାଇନ ମଧ୍ୟ ଲଗା ଯାଇଥିଲା । ହେଲେ ସାଲାଇନ ସରିଗଲା ପରେ ଏ…

ଛେଣ୍ଡିପଦାରେ ହାତୀ ଉପଦ୍ରବ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଦୀର୍ଘ ମାସ ପରେ ହାତୀପଲ ଆସି ଉପଦ୍ରବ୍ୟ କରିଛନ୍ତି । ଫଳରେ ସ୍ଥାନୀୟ ପରିବା ଚାଷୀ…

ନାଲକୋର ଘରୋଇକରଣ ନିଷ୍ପତ୍ତି କୁ ବିରୋଧ

ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋର ଘରୋଇକରଣ ନିଷ୍ପତ୍ତି କୁ ବିରୋଧ । ଏହି କ୍ରମରେ ଆଜି ଅନୁଗୁଳ ଜିଲା…