ଆଫଗାନିସ୍ତାନରେ କର୍ମକ୍ଷେତ୍ରକୁ ଫେରିବା ଲାଗି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କହିଲା ତାଲିବାନ୍
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସଙ୍କଟ ନିମ୍ନଗାମୀ ହେଉଥିବାରୁ ଆଫଗାନିସ୍ତାନର ସମସ୍ତ ପ୍ରଦେଶରେ ଥିବା ସବୁ ଡାକ୍ତରଖାନାଗୁଡ଼ିକୁ ଫେରିଯାଇ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରାଣୀ ଏବଂ ମହିଳା କର୍ମଚାରୀମାନଙ୍କୁ ତାଲିବାନ୍…
