କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି; ଜଳାଶୟର ୫୦ ମିଟର ପରିଧି ଭିତରେ ହୋଇ ପାରିବ ନାହିଁ ପେଟ୍ରୋଲ ପମ୍ପ୍‌

ନୂଆଦିଲ୍ଲୀ: କୌଣସି ଜଳାଶୟର ୫୦ ମିଟର ପରିଧି ମଧ୍ୟରେ ଏବେ ଆଉ ପେଟ୍ରୋଲ ପମ୍ପ୍‌ ହୋଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଭକ୍ତଙ୍କ ପାଇଁ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଦୁଇ ଡୋଜ୍‌ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ଅନୁମତି

ପୁରୁଣା ଭୁବନେଶ୍ବର : ସେପ୍ଟେମ୍ବର ପହିଲାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ପାଇଁ ବିଏମ୍‌ସି ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଦୁଇ…

ଡିଇଓ, ଡିପିସି ଓ ବିଇଓଙ୍କ ତାଗିଦ୍‌: ନକଲି ଶିକ୍ଷକଙ୍କ ତଥ୍ୟ ନ ଦେଲେ ଦରମା ବନ୍ଦ

ବନେଶ୍ବର : ଥରେ କି ଦୁଇ ଥର ନୁହେଁ। ୪ ଥର ଚିଠି ଲେଖାଯିବା ପରେ ମଧ୍ୟ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହେଉନି।…

କାବୁଲ୍ ବିମାନ ବନ୍ଦର ଛାଡ଼ିବା ଆଗରୁ ଅନେକ ବିମାନ ଓ ଯୁଦ୍ଧଯାନକୁ ଅକାମିକା କରି ଦେଇଛି ଆମେରିକା ସେନା

ୱାସିଂଟନ୍‌: ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ସେନା କାବୁଲ୍ ବିମାନ ବନ୍ଦରରେ ଅନେକ ବିମାନ ଓ ଯୁଦ୍ଧଯାନ ତଥା ଗୋଟାଏ ‘ହାଇ-ଟେକ୍‌ ରକେଟ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’କୁ…

ଅନୁଗୁଳ: ବଜ୍ରପାତରେ ଯୁବକ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ଜଣେ ଯୁବକ ବିଲରେ ଚାଷ କାର୍ଯ୍ୟରେ ଥିବାବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି…

SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା; ଡେବିଡ୍ କାର୍ଡ ହଜିଗଲେ କି୍ମ୍ବା ଚୋରି ହୋଇଗଲେ କ’ଣ କରିବେ ଟ୍ରିକ୍ସ କହିଲା ବ୍ୟାଙ୍କ୍

ନୂଆଦିଲ୍ଲୀ: ୪୪ କୋଟି ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଯଦି ଆପଣଙ୍କର ଡେବିଟ୍ କାର୍ଡ କେଉଁଠି ହଜିଯାଏ କିମ୍ବା…

୩୩ ହଜାର ଫୁଟ ଉଚ୍ଚରେ ଜନ୍ମ ହେଲା ଶିଶୁ କନ୍ୟା, ଏୟାରହୋଷ୍ଟେସ୍‌ କରାଇଲେ ପ୍ରସବ

ନୂଆଦିଲ୍ଲୀ ୩୦/୦୮: ଆଫଗାନିସ୍ତାନରୁ ବ୍ରିଟେନ ଯାଉଥିବା ନିକାସୀ ବିମାନ ଉଡ଼ାଣ ସମୟରେ ଜଣେ ମହିଳା କ୍ୟାବିନ୍‌ କ୍ରୁରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିମାନରେ ଯାତ୍ରା କରୁଥିବା…

ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ, ଗର୍ଭବତୀ ସ୍ତ୍ରୀ ଗୁରୁତର

କଳାହାଣ୍ଡି, ୩୦/୦୮ : ତଣ୍ଟି କାଟି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର: ଦୁଇଦିନିଆ କର୍ମଶାଳାରେ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର,୩୦/୦୮: ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । କଂଗ୍ରେସ ଭବନରେ…

ଆସନ୍ତା ୧୬ରୁ ୧୧ ଖଣି ନିଲାମ ଆରମ୍ଭ, ଭାଗ ନେବେ ୩୮ ବୃହତ୍ତ କମ୍ପାନି

କେନ୍ଦୁଝର/ଯୋଡା,୩୦/୦୮: ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣିର ଲିଜ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଏବଂ…

ନୀଳାଚଳ ଇସ୍ପାତର ଲୁହାପଥର ଖଣି କାର୍ଯ୍ୟକ୍ଷମ

ହାଇଦ୍ରାବାଦ: ଲୁହାପଥର ଖଣି କାର୍ଯ୍ୟ ଆରମ୍ଭ କରିବାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଏନ୍‌ଏମ୍‌ଡିସି ସାହାଯ୍ୟ କରିଛି। ଏଥିପାଇଁ ନୀଳାଚଳ ଇସ୍ପାତକୁ ଏହା ଆର୍ଥିକ ଓ…

ଇ-ଯାନ କିଣିଲେ ରିହାତି ମିଳିବ: ୨୦୨୫ ସୁଦ୍ଧା ୨୦% ଗାଡ଼ି ବ୍ୟା‌ଟେରି ଚାଳିତ ହେବ

ଭୁବନେଶ୍ବର: ରାଜ୍ୟରେ ଖୁବ୍‌ଶୀଘ୍ର ଇ-ଯାନ ନୀତି ଲାଗୁ ହେବ। ଅର୍ଥାତ୍ ରାଜ୍ୟରେ ଏଣିକି ଅଧିକରୁ ଅଧିକ ବ୍ୟାଟେରି/ବୈଦ୍ୟୁତିକ ଗାଡ଼ି ଚଳାଚଳକୁ ପ୍ରୋତ୍ସାହନ ଦିଆଯିବ। ପ୍ରଦୂଷଣ କମାଇବା ଲକ୍ଷ୍ୟରେ…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…

ଆଫଗାନିସ୍ତାନରେ କର୍ମକ୍ଷେତ୍ରକୁ ଫେରିବା ଲାଗି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କହିଲା ତାଲିବାନ୍‌

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସଙ୍କଟ ନିମ୍ନଗାମୀ ହେଉଥିବାରୁ ଆଫଗାନିସ୍ତାନର ସମସ୍ତ ପ୍ରଦେଶରେ ଥିବା ସବୁ ଡାକ୍ତରଖାନାଗୁଡ଼ିକୁ ଫେରିଯାଇ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରାଣୀ ଏବଂ ମହିଳା କର୍ମଚାରୀମାନଙ୍କୁ ତାଲିବାନ୍‌…

ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ର

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ…