ରେକି ଚିକିତ୍ସା କର୍ମଶାଳା

Advertisement

ଅନୁଗୋଳ ରେ ଇଂଫା ଲାଇଡ଼ ଲଭ ଏକାଡେମୀ ପକ୍ଷରୁ “ରିକି”ଚିକିତ୍ସା ପଦ୍ଧତି କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ସହର ର ଏକ ହୋଟେଲରେ ଆୟୋଜିତ ଏହି କର୍ମଶାଳା ରେ “ରିକି” ଚିକିତ୍ସା ପଦ୍ଧତି କୁ ଆପଣେଇ ଥିବା ବହୁ ସଦସ୍ୟ ସାମିଲ ହୋଇଥିଲେ ।କର୍ମ ମୟ ଜୀବନରେ ଏବେ ସମସ୍ତେ ବିଷାଦ ଗ୍ରସ୍ତ।ଯାହାକୁ ଦେଖିଲେ ସେ କୌଣସି ନା କୌଣସି ଏକ ରୋଗରେ ପୀଡ଼ିତ ଆଉ ତା ପାଇଁ ଔଷଧ ଖାଇବାକୁ ପଡୁଛି।ଏଭଳି ଏକ ସ୍ଥିତି ରେ ଏବେ “ରିକି” ପ୍ରକ୍ରିୟା କୁ ଆପଣେ ନେଉଛନ୍ତି ଅନେକ ଲୋକ। ଆଉ ଜାହାର ଉପକାରିତ କୁ ଅନୁଭବ କରୁଛନ୍ତି ସେମାନେ। ରିକି କୁ ନେଇ କିଭଳି ଜଣେ ସାଧାରଣ ମଣିଷ ବିଷାଦ ମୁକ୍ତ ହୋଇ ପାରିବ ସେ ନେଇ ଗ୍ରାଣ୍ଡ ମାଷ୍ଟର ରାଜୀବ ଲୋଚନ ପଣ୍ଡା ସମସ୍ତ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଅନୁଭବ ରୁ କିଭଳି ନିଜେ ସୁସ୍ଥ ରଖି ପାରିବ ତାର ତତ୍ୱ ବତାଇ ଥିଲେ ରାଜୀବ।

Advertisement

Leave a Reply

Your email address will not be published. Required fields are marked *