ବିଜେଡିର ୨୫ ବର୍ଷ ଅବସରରେ ବୃକ୍ଷରୋପଣ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ସାଉଥ୍ ବଲଣ୍ଡା ଦୂର୍ଗା ମଣ୍ଡପ ପଡିଆ ଠାରେ ତାଳଚେର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ।ମୁଖ୍ୟ ଅତିଥି ଭାବେ ତାଳଚେର ବ୍ଲକ ଅଧକ୍ଷା ଶ୍ରୀମତୀ ମହାନ୍ତି,୧୯ ନଂ ଜୋନ୍ ଜିଲ୍ଲାପରିଷଦ ଆନନ୍ଦ ପତି ଭାଇ,୨୧ ନଂ ଜୋନ୍ ଜିଲ୍ଲାପରିଷଦ ସତ୍ୟଭାମା ସାହୁ,ଉପ ନଗରପାଳ ସୁଭସ୍ମିତା ପ୍ରଧାନ ଓ କିଛି ବିଜୁ ପ୍ରେମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *