ଇଣ୍ଟରନେସେନାଲ୍ ପାରା ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟନରେ ପ୍ରତିନିଧିତ୍ବ ପାଇଁ ସମ୍ବର୍ଦ୍ଧନା

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):

ଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ର ଜେଇ ନୁରୁଲୁ ହାସନ ଖାନ୍ ଆଫ୍ରିକା ୟୁଗାଣ୍ଡା ରାଜ୍ୟ କମ୍ପାଲ୍ ସହର ଠାରେ ହବାକୁ ଥିବା ୟୁଗାଣ୍ଡ ଇଣ୍ଟରନେସେନାଲ୍ ପାରା ବ୍ୟାଡ୍ ମିନଟନ ଟୁ୍ର୍ଣାମେନଟ ରେ ଓଡିଶା ତରଫରୁ ପ୍ରତିନିଧିତ୍ବ କରିବାକୁ ମୋନନିତ ହୋଇଥିବାରୁ ତୁରଙ୍ଗ ଓ କୁରୁଡୋଲ ପଞ୍ଚାୟତର ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଙ୍କ ତରଫରୁ ସ୍ଥାନୀୟ ପ୍ରଶାନ୍ତି ହୋଟେଲ ଠାରେ ସ୍ବାଗତ ସମ୍ବର୍ଧନା ଦିଆଗଲା। ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ତୁରଙ୍ଗ ପଞ୍ଚାୟତର ସମିତି ସଭ୍ୟ ସୋରଜ ପଣ୍ଡା, ତୁରଙ୍ଗ ପଞ୍ଚାୟତ ବିଜେଡି ସଭାପତି ଛବି ନାରାୟଣ ସାହୁ, ସେକ୍ରେଟରୀ ମଦନ ମୋହନ ସାହୁ ଓ କୁରୁଡୋଲ ବିଜେଡି ନେତା ଗିରିଶ୍ ଚନ୍ଦ୍ର ସାହୁ ଓ ସିପୁ ବାରିକ ,ନାରଣ ସାହୁ,ନାରଣ ବେହେରା, ଅଜୟ ସାହୁ,ଶାନ୍ତନୁ ମିଶ୍ର ,ରଞ୍ଜନ ସାହୁ,ଦିପକ ଦାସ,ଧୀରେନ୍ ଦାସ୍ ପ୍ରମୁଖ ଉପସ୍ଥିତ ରହି ନୁରୁଲ ହାସନ ଖାନ ଙ୍କୁ ଉତ୍ସାହିତ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *