ମୁଁ ବିଜୁ ଜନତା ଦଳ ରେ ନାହିଁ: ତଥାଗତ

Advertisement

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ନିଜର ରାଜନୈତିକ ଜୀବନୀ ଉପରେ ଆଲୋକପାତ କରିଛନ୍ତି ଢେଙ୍କାନାଳ ପ୍ରାକ୍ତନ ସାଂସଦ ତଥା ଧରିତ୍ରୀ ଖବରକାଗଜ ର ସମ୍ପାଦକ ତଥାଗତ ସତପଥୀ । ସହର ର ସଂଜ୍ଞା ତଥା ଢେଙ୍କାନାଳ ସହର ଉପରେ ନିଜ ର ମତବ୍ୟକ୍ତ କରି ଶ୍ରୀ ସତପଥୀ କହିଛନ୍ତି ଯେ , ମୁଁ ଏବେ କୌଣସି ରାଜନୈତିକ ଦଳ ରେ ନାହିଁ।୨୦୧୯ ମସିହା ମେ ତିରିଶି ରେ ମୋର ବିଜୁଜନତା ଦଳ ରେ ଥିବା ମୋର ଯେଉଁ ସଦସ୍ୟ ଚିଠା ଥିଲା ସେ ସରିଲା,ସେବେ ଠାରୁ ମୁ ଏବେ ସ୍ଵାଧୀନ ଭାରତୀୟ ନାଗରିକ ଯାହା ଇଚ୍ଛା ତାହା କହି ପାରୁଛି,ତାହା ଲେଖି ପାରୁଛି।ଢ଼େଙ୍କାନାଳ ମିନି ଷ୍ଟାଡୀଅମ୍ ଠାରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଏଭଳି କିଛି ବକ୍ତବ୍ୟ ରଖିଛନ୍ତି ଢ଼େଙ୍କାନାଳ ର ପୂର୍ବତନ ସାଂସଦ ତଥାଗତ ଶତପଥୀ।

Advertisement

Leave a Reply

Your email address will not be published. Required fields are marked *